ଡ୍ୟାମ ଖାଇଗଲେ ନବୀନ ବାବୁ!

ପାଣିରେ ବୁଡ଼ ପକାଇ ନବୀନ ସରକାରଙ୍କୁ ଦାୟୀ କରୁଛନ୍ତି ଚାଷୀ। ଡ୍ୟାମ ଟଙ୍କା, କେନାଲ ଟଙ୍କା କେଉଁ ଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହିତ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି ଜଳିଆ ଗ୍ରାମର ଚାଷୀ।