Advertisment

ବାପା ସହ ସାବତ ମା' ନେଇଗଲେ ଜୀବନ !

ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲି ହତ୍ୟା ମାମଲାକୁ ନେଇ ଏ ଯାଏ ସସ୍‌ପେନ୍ସ ଦୂର ହୋଇନି। ମୋନାଲିକୁ ମାରି ପୋଡ଼ିବା ଘଟଣାରେ ପୁଲିସ୍‌ ତାଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ବାନ୍ଧିଛି। ଏହି ଘଟଣାରେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଶାଳକ ସମ୍ପୃକ୍ତ ଥିବା ମୃତା ମୋନାଲିଙ୍କ ବଡ଼ ଭଉଣୀ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପତ୍ତା ପାଉନି ପୁଲିସ୍‌। ହେଲେ ମୋନାଲିଙ୍କ ମୃତଦେହ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ପଡ଼ୋଶୀଙ୍କୁ […]

author-image
Manoj Swain
ବାପା ସହ ସାବତ ମା' ନେଇଗଲେ ଜୀବନ !

ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲି ହତ୍ୟା ମାମଲାକୁ ନେଇ ଏ ଯାଏ ସସ୍‌ପେନ୍ସ ଦୂର ହୋଇନି। ମୋନାଲିକୁ ମାରି ପୋଡ଼ିବା ଘଟଣାରେ ପୁଲିସ୍‌ ତାଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ବାନ୍ଧିଛି। ଏହି ଘଟଣାରେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଶାଳକ ସମ୍ପୃକ୍ତ ଥିବା ମୃତା ମୋନାଲିଙ୍କ ବଡ଼ ଭଉଣୀ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପତ୍ତା ପାଉନି ପୁଲିସ୍‌। ହେଲେ ମୋନାଲିଙ୍କ ମୃତଦେହ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ପଡ଼ୋଶୀଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୁଲିସ୍‌ ।

Advertisment

Puri