Advertisment
ପୁରୀ ଜିଲ୍ଲା ଗୋପ ବ୍ଳକ ବନ୍ତୁଳିଗାଁ ପଞ୍ଚାୟତ ବିଜିପୁର ଗାଁର ମୋନାଲି ହତ୍ୟା ମାମଲାକୁ ନେଇ ଏ ଯାଏ ସସ୍ପେନ୍ସ ଦୂର ହୋଇନି। ମୋନାଲିକୁ ମାରି ପୋଡ଼ିବା ଘଟଣାରେ ପୁଲିସ୍ ତାଙ୍କ ବାପା ଦୁର୍ଗାଚରଣ ମହାରଣାଙ୍କୁ ବାନ୍ଧିଛି। ଏହି ଘଟଣାରେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ଶାଳକ ସମ୍ପୃକ୍ତ ଥିବା ମୃତା ମୋନାଲିଙ୍କ ବଡ଼ ଭଉଣୀ ଅଭିଯୋଗ କରିଥିବା ବେଳେ ସେମାନଙ୍କ ପତ୍ତା ପାଉନି ପୁଲିସ୍। ହେଲେ ମୋନାଲିଙ୍କ ମୃତଦେହ ପୋଡ଼ିବାରେ ସାହାଯ୍ୟ କରିଥିବା ୩ ପଡ଼ୋଶୀଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୁଲିସ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/PURI-5-e1673422802200.jpg)