ମଲା ପୁଅକୁ ଧରି ଚାଲିଛି ବାପା
ଜଣେ ବାପା ନିଜ ହୃଦୟକୁ ଚିରି ଦେବାର ଯନ୍ତ୍ରଣା ବି ଏ ଯନ୍ତ୍ରଣା ଆଗରେ କମ ପଡ଼ିଯିବ ..ସେଇ କାନ୍ଧକୁ କଷ୍ଟ ହେଉନଥିଲା ଯେତେବେଳେ ନିଜ 9 ବର୍ଷ ପୁଅର ଶବକୁ ବାପତି କାନ୍ଧରେ ପକାଇ ବୋହୁଥିଲା କିନ୍ତୁ ସେଇ ଛାତିଟା ଅସହ୍ୟ ଯନ୍ତ୍ରଣାରେ ଫାଟିପଡୁଥିଲା ଯେତେବେଳେ ନିଜ ମଲା ପୁଅକୁ ଘରକୁ ନେବାପାଇଁ ବି ସେଇ ବାପାଟି ସକ୍ଷମ ନଥିଲା
RAYAGADA_KANDARE_PUA_PKG_TH
ଜଣେ ବାପା ନିଜ ହୃଦୟକୁ ଚିରି ଦେବାର ଯନ୍ତ୍ରଣା ବି ଏ ଯନ୍ତ୍ରଣା ଆଗରେ କମ ପଡ଼ିଯିବ ..ସେଇ କାନ୍ଧକୁ କଷ୍ଟ ହେଉନଥିଲା ଯେତେବେଳେ ନିଜ 9 ବର୍ଷ ପୁଅର ଶବକୁ ବାପତି କାନ୍ଧରେ ପକାଇ ବୋହୁଥିଲା କିନ୍ତୁ ସେଇ ଛାତିଟା ଅସହ୍ୟ ଯନ୍ତ୍ରଣାରେ ଫାଟିପଡୁଥିଲା ଯେତେବେଳେ ନିଜ ମଲା ପୁଅକୁ ଘରକୁ ନେବାପାଇଁ ବି ସେଇ ବାପାଟି ସକ୍ଷମ ନଥିଲା
https://youtu.be/2p2YiAFpFqU