Advertisment

ବୋହୂ ପାଇଁ ଅଡୁଆରେ ଶଶୁର

ଗୋଟିଏ ପଟେ ବୋହୂର ମର୍ଯ୍ୟାଦା ସାଙ୍ଗକୁ ବରିହା ପରିବାରର ସମ୍ମାନ। ଆଉ ଅନ୍ୟପଟେ ନିଜ ରାଜନୈତିକ କ୍ୟାରିୟର। ଏମିତି ଏକ ଦୋଛକିରେ ପଡ଼ିଛନ୍ତି ବିଜେପି ନେତା ରମାରଞ୍ଜନ ବଳିଆରସିଂ। ପଦ୍ମପୁର ବିଧାୟକ ତଥା ସମୁଦି ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ଉଭୟ ପରିବାରର ମୁରବୀ ଭଳି କାମ କରୁଛନ୍ତି ରମାରଂଜନ।

author-image
Debendra Prusty
ବୋହୂ ପାଇଁ ଅଡୁଆରେ ଶଶୁର

ramaranjan

ଗୋଟିଏ ପଟେ ବୋହୂର ମର୍ଯ୍ୟାଦା ସାଙ୍ଗକୁ ବରିହା ପରିବାରର ସମ୍ମାନ। ଆଉ ଅନ୍ୟପଟେ ନିଜ ରାଜନୈତିକ କ୍ୟାରିୟର। ଏମିତି ଏକ ଦୋଛକିରେ ପଡ଼ିଛନ୍ତି ବିଜେପି ନେତା ରମାରଞ୍ଜନ ବଳିଆରସିଂ। ପଦ୍ମପୁର ବିଧାୟକ ତଥା ସମୁଦି ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ଉଭୟ ପରିବାରର ମୁରବୀ ଭଳି କାମ କରୁଛନ୍ତି ରମାରଂଜନ।

Advertisment

Rama Baliarsingh Padmapur Barsha Singh Bariha