page
Advertisment
ବାପା କହିଥିଲେ, ପୁଅରେ ସମୟ ହେଲେ ତତେ ଗୋଟେ କଥା କହିବି। ଏମିତି କି କଥା ଥିଲା କି ? କିଛି କହିବା ପୂର୍ବରୁ ଶ୍ବଶୁରଙ୍କ ମୁହଁ ସବୁଦିନ ଚୁପ କରି ଦେଲା ବଡ଼ ବୋହୂ। ଭୟ ଥିଲା, ବଡ଼ ପୁଅ କାନରେ କାଳେ କଥା ପଡିଯିବ। ବାଲେଶ୍ବର ରେମୁଣା ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁର ରଘୁନାଥ ଜେନାଙ୍କ ହତ୍ୟା ପରେ, ଏବେ ପୁରା ଗାଁର ଚହଳ ପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/page-4.jpg)