ଶ୍ୱଶୁର ଘର ଲୋକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ଜ୍ୱାଇଁ

ଶ୍ୱଶୁର ଘରେ ଜ୍ୱାଇଁ ଘଟାଇଲା ଜଘନ୍ୟକାଣ୍ଡ। ଶ୍ୱଶୁର, ଶାଶୁ, ଶାଳୀ ଓ ସ୍ତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା। ଜ୍ୱାଇଁର ଛୁରା ମାଡ଼ରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ। ଅନ୍ୟମାନେ ଏବେ ଚିକିତ୍ସାଧୀନ।