ଦେଶ news ମମିତାଙ୍କ ବାପାଙ୍କ ଆଖିରେ ଲୁହ ଝିଅର ମୃତ୍ୟୁକୁ ଜଣେ ବାପା ଭୁଲିବେ କେମିତି? କଥା କହିବା ବେଳେ କାନ୍ଦି ପକାଇଲେ ମୃତ ମମିତା ମେହେରଙ୍କ ବାପା। କହିଲେ, ‘ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାଶୀ ଦିଆଯାଉ’। ଆଖିର ଲୁହ କହୁଛି, ଝିଅକୁ ବହୁତ ଭଲ ପାଉଥିଲେ ବାପା। Debendra Prusty 01 Dec 2022 10:42 IST mamitaଝିଅର ମୃତ୍ୟୁକୁ ଜଣେ ବାପା ଭୁଲିବେ କେମିତି? କଥା କହିବା ବେଳେ କାନ୍ଦି ପକାଇଲେ ମୃତ ମମିତା ମେହେରଙ୍କ ବାପା। କହିଲେ, ‘ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାଶୀ ଦିଆଯାଉ’। ଆଖିର ଲୁହ କହୁଛି, ଝିଅକୁ ବହୁତ ଭଲ ପାଉଥିଲେ ବାପା।Advertisment Mamita Meher Gobind Sahu Captain Dibyashankar Mishra Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ