mamita
Advertisment
ଝିଅର ମୃତ୍ୟୁକୁ ଜଣେ ବାପା ଭୁଲିବେ କେମିତି? କଥା କହିବା ବେଳେ କାନ୍ଦି ପକାଇଲେ ମୃତ ମମିତା ମେହେରଙ୍କ ବାପା। କହିଲେ, ‘ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାଶୀ ଦିଆଯାଉ’। ଆଖିର ଲୁହ କହୁଛି, ଝିଅକୁ ବହୁତ ଭଲ ପାଉଥିଲେ ବାପା।