Advertisment

ବାପା ପ୍ରଫେସର, ଝିଅ ବିକୁଛି ପକୁଡ଼ି!

ଜେଜେ ଥିଲେ ଜଣେ IAS ଅଫିସର। ବାପା ପ୍ରଫେସର। ମା’ ଚଳାଉଛନ୍ତି ପବ୍ଲିକ ସ୍କୁଲ। ଘରେ ଅଚଳାଚଳ ସଂପତ୍ତି। କିନ୍ତୁ ଝିଅଙ୍କୁ ଦେଖନ୍ତୁ। ଦହିବରା ଆଳୁଦମ, ପାପଡ଼ି ଚାଟ, ପକୁଡ଼ି ସାଙ୍ଗକୁ କାକରା ଭଳି ଖାଦ୍ୟର ପସରା ମେଲାଇଛନ୍ତି। କାହିଁକି ଜାଣନ୍ତୁ।

author-image
Debendra Prusty
ବାପା ପ୍ରଫେସର, ଝିଅ ବିକୁଛି ପକୁଡ଼ି!

social service

ଜେଜେ ଥିଲେ ଜଣେ IAS ଅଫିସର। ବାପା ପ୍ରଫେସର। ମା' ଚଳାଉଛନ୍ତି ପବ୍ଲିକ ସ୍କୁଲ। ଘରେ ଅଚଳାଚଳ ସଂପତ୍ତି। କିନ୍ତୁ ଝିଅଙ୍କୁ ଦେଖନ୍ତୁ। ଦହିବରା ଆଳୁଦମ, ପାପଡ଼ି ଚାଟ, ପକୁଡ଼ି ସାଙ୍ଗକୁ କାକରା ଭଳି ଖାଦ୍ୟର ପସରା ମେଲାଇଛନ୍ତି। କାହିଁକି ଜାଣନ୍ତୁ।

Advertisment

Unique Social Service Social Service Asyukta Panda