Advertisment

ମଲା ଛୁଆ ଧରି ବୁଲୁଛି ବାପା

ବ୍ୟାଗ ଭିତରେ ମିଳିଲା ମଲା ଛୁଆର ଶବ। ବ୍ୟାଗରେ ନିଜ ମଲା ଛୁଆକୁ ନେଇ ଯାଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଲୋକ ବାପାଙ୍କୁ ଅଟକାଇଥିଲେ। ଲୋକେ ସନ୍ଦେହରେ ଛୁଆ ଟିକୁ ମାରିଦେଇ ବ୍ୟାଗରେ ଲୁଚାଇ ନେଇଥିବା ଭାବି ଥିଲେ। ପରେ ଜଣାପଡ଼ିଥିଲା ଛୁଆଟି ତାଙ୍କର ସ୍ୱାସ୍ଥ୍ୟ ଖରାପ ହେତୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ବାପା। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

author-image
Debendra Prusty
ମଲା ଛୁଆ ଧରି ବୁଲୁଛି ବାପା

dead body

ବ୍ୟାଗ ଭିତରେ ମିଳିଲା ମଲା ଛୁଆର ଶବ। ବ୍ୟାଗରେ ନିଜ ମଲା ଛୁଆକୁ ନେଇ ଯାଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଲୋକ ବାପାଙ୍କୁ ଅଟକାଇଥିଲେ। ଲୋକେ ସନ୍ଦେହରେ ଛୁଆ ଟିକୁ ମାରିଦେଇ ବ୍ୟାଗରେ ଲୁଚାଇ ନେଇଥିବା ଭାବି ଥିଲେ। ପରେ ଜଣାପଡ଼ିଥିଲା ଛୁଆଟି ତାଙ୍କର ସ୍ୱାସ୍ଥ୍ୟ ଖରାପ ହେତୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ବାପା। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

Odisha Reporter Child's Dead Body Dead Body Inside Bag