ବ୍ୟାଗ ଭିତରେ ମିଳିଲା ମଲା ଛୁଆର ଶବ। ବ୍ୟାଗରେ ନିଜ ମଲା ଛୁଆକୁ ନେଇ ଯାଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଲୋକ ବାପାଙ୍କୁ ଅଟକାଇଥିଲେ। ଲୋକେ ସନ୍ଦେହରେ ଛୁଆ ଟିକୁ ମାରିଦେଇ ବ୍ୟାଗରେ ଲୁଚାଇ ନେଇଥିବା ଭାବି ଥିଲେ। ପରେ ଜଣାପଡ଼ିଥିଲା ଛୁଆଟି ତାଙ୍କର ସ୍ୱାସ୍ଥ୍ୟ ଖରାପ ହେତୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ବାପା। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।
https://youtu.be/0hJbGeozra8