1
Advertisment
ସୌମ୍ୟରଞ୍ଜନ ପାଣିଗ୍ରାହୀ, ଦୁନିଆରୁ ଚାଲିଯିବା ପରେ ଏହି ଘଟଣା ସହ ସଂପୃକ୍ତ ଥିବା ଓଲିଉଡ୍ ସିଙ୍ଗର୍ ଏକାଧିକ ଥର, ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ଫୋନ୍ କରିଛନ୍ତି। କେବଳ ସଂପୃକ୍ତ ଯୁବତୀ କାହିଁକି, ଯୁବତୀଙ୍କ ମା’ ଏବଂ ବାପା ମଧ୍ୟ ଫୋନ୍ କରି ଦରଦ ଦେଖାଇଛନ୍ତି। ହେଲେ ଏବେ ଏହି ଦୁଃଖ ପ୍ରକାଶର ମୂଲ୍ୟ କ’ଣ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/1.jpg)