ନାବାଳକ ପ୍ରେମିକ ହେବ କାହାର ?

ପ୍ରେମ ସଂପର୍କକୁ ନେଇ ଥାନାରେ ହାଇ ଡ୍ରାମା । ଛତିଶଗଡରୁ ଫେରାର ପ୍ରେମୀଯୁଗଳଙ୍କୁ ନେବାକୁ ଆସି ପୋଲିସ ହଟହଟା । ଥାନା ଭିତରେ ଭିଡ଼ାଭିଡ଼ି ..ନାବାଳକ ପ୍ରେମିକକୁ ଗୋଟେ ପଟୁ ପୋଲିସ ଭିଡୁଥିଲା ବେଳେ ଆନ୍ୟପଟୁ ଭିଡି ଧରୁଥିଲା ନାବାଳିକା ଭଉଣୀ ..