Advertisment

ଆଃ…ଭାରି ସୁଆଦିଆ ଫାୟାର ଚୁପଚୁପ୍!

ଆପଣ, ଫାୟାର ପାନ ଦେଖିଥିବେ କିମ୍ବା ଖାଇଥିବେ। କିନ୍ତୁ କେବେ ଫାୟାର୍ ଗୁପଚୁପ ଖାଇଛନ୍ତି କି? ଗୁପଚୁପ ପ୍ରସ୍ତୁତ ହୋଇଗଲା ପରେ, ତା ଉପରେ ଭାଗରେ ନିଆଁ ଲଗାଇ ଦିଆଯାଏ। ଆଉ ତାକୁ ଠିକ୍ ଫାୟାର ପାନ ଭଳି ଫାୟର ଚୁପଚୁପକୁ ଟପ କିନା ପାଟିରେ ପକାଇଦିଅନ୍ତି ଗ୍ରାହକ। ଭୁବନେଶ୍ୱରର ମାଷ୍ଟରକ୍ୟାନଟିନ୍ ଅଞ୍ଚଳରେ ଏଭଳି ଗୁପଚୁପ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଜଣେ ଉଦ୍ୟମୀ ଯୁବ ବ୍ୟବସାୟୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe