Advertisment

ଓଡ଼ିଶାର ପ୍ରଥମ ଠିକା ସଚିବ!

ଗୋଟିଏ ବିଭାଗରେ ପ୍ରମୁଖ ସଚିବଙ୍କୁ ଠିକାରେ ରଖିପାରିବେ କି ରାଜ୍ୟ ସରକାର? ଆମେ କହୁଛୁ ୨୦୨୨ ଡିସେମ୍ବର ୨୮ ତାରିଖରେ ରେଳବାଇ ଚାକିରିରୁ ଇସ୍ତଫା ଦେଇ ୨୯ ତାରିଖରେ ରାଜ୍ୟ ସରକାରଙ୍କ ଠିକା କର୍ମଚାରୀ ରୂପେ ନିଯୁକ୍ତି ପାଇଥିବା ବର୍ତ୍ତମାନର ଇଲେକ୍ଟୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ କଥା।

ଓଡ଼ିଶାର ପ୍ରଥମ ଠିକା ସଚିବ!

manoj

Advertisment

ଗୋଟିଏ ବିଭାଗରେ ପ୍ରମୁଖ ସଚିବଙ୍କୁ ଠିକାରେ ରଖିପାରିବେ କି ରାଜ୍ୟ ସରକାର? ଆମେ କହୁଛୁ ୨୦୨୨ ଡିସେମ୍ବର ୨୮ ତାରିଖରେ ରେଳବାଇ ଚାକିରିରୁ ଇସ୍ତଫା ଦେଇ ୨୯ ତାରିଖରେ ରାଜ୍ୟ ସରକାରଙ୍କ ଠିକା କର୍ମଚାରୀ ରୂପେ ନିଯୁକ୍ତି ପାଇଥିବା ବର୍ତ୍ତମାନର ଇଲେକ୍ଟୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ କଥା।

Advertisment

Manoj Mishra Contractual Secretary Contractual Bureaucrat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe