ମହଙ୍ଗା ପଡ଼ିଲା ଆଇନକୁ ହାତକୁ ନେବା

ମହଙ୍ଗା ପଡ଼ିଛି ଅନ୍ ସ୍ପଟ୍ ଇନଷ୍ଟାଣ୍ଟ୍ ଜଷ୍ଟି୍ସର ମରହଟ୍ଟୀ ମାନସିକତା, ଆଇନ ହାତକୁ ନେଇ ଶେଷରେ ବନ୍ଧା ହୋଇଛନ୍ତି ସାଧାରଣ ଜନତା, ସିଆରପି ଛକ ନିକଟ ଜଘନ୍ୟ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ୫ ଲୋକାଲ୍ ଲୋକ