Advertisment

ଦୁଆର ମୁହଁରେ ଲହଡ଼ି ଖେଳୁଛି ବନ୍ୟା ପାଣି

ବନ୍ୟା ପାଣି କବଳରେ ଗାଁ ଲୋକେ। ଜଙ୍ଘେ ଜଙ୍ଘେ ପାଣିରେ ଲୋକେ ଯାଆସ କରୁଛନ୍ତି। ଦୁଆର ମୁହଁରେ ଲହଡ଼ି ଖେଳୁଛି ବନ୍ୟା ପାଣି। ନା କାମଧନ୍ଦାକୁ ଯାଇହେଉଛି ନା ପିଲାଛୁଆଙ୍କୁ ଧରି ବାହାରକୁ ବାହାରି ହେଉଛି। ଯୁଆଡ଼େ ଚାହିଁବେ, କେବଳ ପାଣି ହିଁ ପାଣି।

author-image
Sonali Kabi
ଦୁଆର ମୁହଁରେ ଲହଡ଼ି ଖେଳୁଛି ବନ୍ୟା ପାଣି

flood

ବନ୍ୟା ପାଣି କବଳରେ ଗାଁ ଲୋକେ। ଜଙ୍ଘେ ଜଙ୍ଘେ ପାଣିରେ ଲୋକେ ଯାଆସ କରୁଛନ୍ତି। ଦୁଆର ମୁହଁରେ ଲହଡ଼ି ଖେଳୁଛି ବନ୍ୟା ପାଣି। ନା କାମଧନ୍ଦାକୁ ଯାଇହେଉଛି ନା ପିଲାଛୁଆଙ୍କୁ ଧରି ବାହାରକୁ ବାହାରି ହେଉଛି। ଯୁଆଡ଼େ ଚାହିଁବେ, କେବଳ ପାଣି ହିଁ ପାଣି।

Advertisment

Odisha Odisha Reorter Odisha Flood FLOOD