‘୫ ଦିନ ହେଲାଣି ପାଣି ଘେରରେ’

ଲଗାଣ ବର୍ଷା ବେହାଲ ରାଜ୍ୟର ବିଭିନ୍ନ ଜିଲ୍ଲା ଏଦୃଶ୍ୟ ହେଉଛି ରାଜଧାନୀ ଉପକଣ୍ଠର। ଏଠାରେ ଗତ ୫ ଦିନ ହେବ ପାଣି ଘେରରେ ବୁଡି ରହିଛି ଗାଁ ଲୋକେ।