Advertisment

ଆଖିରୁ ଝରୁଛି, ଦାଣ୍ଡରେ ବୋହୁଛି

ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି। ଆ ଦୁଆରୁ ତା ଦୁଆରକୁ ଯିବା ଆସିବା କରୁଛନ୍ତି ଲୋକେ। ଗାଁରେ ବନ୍ୟା ଜଳ ପଶିବା ପରେ କେତେ ଯେ ହଇରାଣ ହରକତ ହେଉଛନ୍ତି ଏଇ ଲୋକମାନେ ଏ ଦୃଶ୍ୟ ହିଁ ବଖାଣି ଦେଉଛି।

ଆଖିରୁ ଝରୁଛି, ଦାଣ୍ଡରେ ବୋହୁଛି

flood

Advertisment

ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି। ଆ ଦୁଆରୁ ତା ଦୁଆରକୁ ଯିବା ଆସିବା କରୁଛନ୍ତି ଲୋକେ। ଗାଁରେ ବନ୍ୟା ଜଳ ପଶିବା ପରେ କେତେ ଯେ ହଇରାଣ ହରକତ ହେଉଛନ୍ତି ଏଇ ଲୋକମାନେ ଏ ଦୃଶ୍ୟ ହିଁ ବଖାଣି ଦେଉଛି।

Advertisment

Odisha Flood FLOOD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe