ଦେଶ news ଘର ବାରିପଟେ ଖେଳୁଛି ବାଳିଆ ଏ ହେଉଛି ପୁରୀର ଗୋପ, ଖଣ୍ଡିଆକୁଦ କୁଶଭଦ୍ରା ନଦୀକୂଳର ଦୃଶ୍ୟ। ନଦୀ କୂଳରେ ୨୫ ଫୁଟର ଘାଇ ହେବାପରେ ୭ଟି ପଞ୍ଚାୟତ ବାସିନ୍ଦା ପ୍ରଭାବିତ ହୋଇଛନ୍ତି ।ଲୋକଙ୍କ ନିକଟକୁ ସଠିକ୍ ସହାୟତା ନମିଳିବାରୁ ଲୋକେ ବାଧ୍ୟ ହୋଇ ବନ୍ୟାପାଣିରୁ ମାଛ ମାରି ଖାଉଛନ୍ତି। Debendra Prusty 19 Aug 2022 12:18 IST bari pateଏ ହେଉଛି ପୁରୀର ଗୋପ, ଖଣ୍ଡିଆକୁଦ କୁଶଭଦ୍ରା ନଦୀକୂଳର ଦୃଶ୍ୟ। ନଦୀ କୂଳରେ ୨୫ ଫୁଟର ଘାଇ ହେବାପରେ ୭ଟି ପଞ୍ଚାୟତ ବାସିନ୍ଦା ପ୍ରଭାବିତ ହୋଇଛନ୍ତି ।ଲୋକଙ୍କ ନିକଟକୁ ସଠିକ୍ ସହାୟତା ନମିଳିବାରୁ ଲୋକେ ବାଧ୍ୟ ହୋଇ ବନ୍ୟାପାଣିରୁ ମାଛ ମାରି ଖାଉଛନ୍ତି।Advertisment Mahanadi Flood Odisha Flood Fish At Back Yard Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ