bari pate
Advertisment
ଏ ହେଉଛି ପୁରୀର ଗୋପ, ଖଣ୍ଡିଆକୁଦ କୁଶଭଦ୍ରା ନଦୀକୂଳର ଦୃଶ୍ୟ। ନଦୀ କୂଳରେ ୨୫ ଫୁଟର ଘାଇ ହେବାପରେ ୭ଟି ପଞ୍ଚାୟତ ବାସିନ୍ଦା ପ୍ରଭାବିତ ହୋଇଛନ୍ତି ।ଲୋକଙ୍କ ନିକଟକୁ ସଠିକ୍ ସହାୟତା ନମିଳିବାରୁ ଲୋକେ ବାଧ୍ୟ ହୋଇ ବନ୍ୟାପାଣିରୁ ମାଛ ମାରି ଖାଉଛନ୍ତି।