ବଢୁଛି ବନ୍ୟା, ବଢୁଛି ସମସ୍ୟା

ଫୁଲୁଛି ନଦୀ ବଢ଼ୁଛି ସମସ୍ୟା। ରାଜ୍ୟର ୭ରୁ ଅଧିକ ଜିଲ୍ଲା ପାଣି ଘେରରେ ରହିଛି। ଫଳରେ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।