/odisha-reporter/media/post_attachments/uploads/2022/08/pad-th-up.jpg)
pad
ମହିଳାଙ୍କ ସମସ୍ୟା ନେଇ ଗତକାଲି ଆମେ ଖବର ପ୍ରସାରଣ କରିଥିଲୁ। ଯେଉଁଥିରେ ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଦେଖାଇଥିଲୁ। ଗୋଳିପାଣି ପାର ହୋଇ ପୁରୀ ଗୋପ ଅଞ୍ଚଳରେ ସ୍ଥିତି ପରଖିଥିଲା ଆମ ଟିମ । ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ନଥିଲା ସାନିଟାରୀ ପ୍ୟାଡ୍। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ବଣ୍ଟାଯିବ ସାନିଟାରୀ ନାପକିନ୍। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
