Advertisment

ଚେତିଲେ ସରକାର, ରିଲିଫ କିଟରେ ମିଳିବ ସାନିଟାରୀ ପ୍ୟାଡ୍

ମହିଳାଙ୍କ ସମସ୍ୟା ନେଇ ଗତକାଲି ଆମେ ଖବର ପ୍ରସାରଣ କରିଥିଲୁ। ଯେଉଁଥିରେ ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଦେଖାଇଥିଲୁ। ଗୋଳିପାଣି ପାର ହୋଇ ପୁରୀ ଗୋପ ଅଞ୍ଚଳରେ ସ୍ଥିତି ପରଖିଥିଲା ଆମ ଟିମ । ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ନଥିଲା ସାନିଟାରୀ ପ୍ୟାଡ୍। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ବଣ୍ଟାଯିବ ସାନିଟାରୀ ନାପକିନ୍। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ […]

ଚେତିଲେ ସରକାର, ରିଲିଫ କିଟରେ ମିଳିବ ସାନିଟାରୀ ପ୍ୟାଡ୍

pad

Advertisment

ମହିଳାଙ୍କ ସମସ୍ୟା ନେଇ ଗତକାଲି ଆମେ ଖବର ପ୍ରସାରଣ କରିଥିଲୁ। ଯେଉଁଥିରେ ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଦେଖାଇଥିଲୁ। ଗୋଳିପାଣି ପାର ହୋଇ ପୁରୀ ଗୋପ ଅଞ୍ଚଳରେ ସ୍ଥିତି ପରଖିଥିଲା ଆମ ଟିମ । ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ନଥିଲା ସାନିଟାରୀ ପ୍ୟାଡ୍। ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ବଣ୍ଟାଯିବ ସାନିଟାରୀ ନାପକିନ୍। ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Advertisment

Odisha Flood-hit Victims Free Sanitary Pads
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe