ମୁଣ୍ଡଳିର ଏଭଳି ସ୍ଥିତି

ଦେଖନ୍ତୁ ଏ ହେଉଛି ମୁଣ୍ଡଳିର ସ୍ଥିତି। ଦେଖନ୍ତୁ ପାଣି କିଭଳି ଭୟଙ୍କର ହିସାବରେ ଗତି କରୁଛି। ସେପଟେ ଲୋକମାନେ ବି ପାଣି ଦେଖିବାକୁ ବ୍ରିଜ ଉପରେ ଭିଡ ଜମାଇଛନ୍ତି।