ପାଣିରେ ଭିଜିଗଲା ପିଲାଙ୍କ ଭବିଷ୍ୟତ

ବନ୍ୟା ଆସିଲା ଚାଲିଗଲା,ଆଉ ଉଜାଡି ଦେଇଗଲା ପିଲାଙ୍କ ଭବିଷ୍ୟତ।ଏଦୃଶ୍ୟ ହେଉଛି ବାଙ୍କୀ ଅଞ୍ଚଳର । ଦେଖନ୍ତୁ ଏନେଇ କଣ କହୁଛନ୍ତି କୁନିକୁନି ପିଲାମାନେ।