Advertisment

ହାତରେ ଖାଦ୍ୟ ପେଟରେ ଭୋକ

ପ୍ରତିଦିନ ଝାଳରେ ଭିଜୁଥିବା ମଣିଷ ବର୍ଷାକୁ ବା କେମିତି ଖାତିର କରିବ? ଆଉ ଖାତିର କଲେ ପରିବାର କେମିତି ଚଳିବ? ପାଦରେ ହାୱାଇ ଚପଲ ହଳେ ପିନ୍ଧି ସକାଳରୁ ରାତି ଯାଏଁ ଖଟୁଥିବା ମଣିଷକୁ ମୁହୂର୍ତ୍ତକର ବର୍ଷା କେମିତି ବା ଡରାଇବ? ଗୋଟିଏ ଚିତ୍ରରେ ଦୁଇଟି ଜୀବନ ଦେଖିପାରିବେ।

ହାତରେ ଖାଦ୍ୟ ପେଟରେ ଭୋକ

bhoka

Advertisment

ପ୍ରତିଦିନ ଝାଳରେ ଭିଜୁଥିବା ମଣିଷ ବର୍ଷାକୁ ବା କେମିତି ଖାତିର କରିବ? ଆଉ ଖାତିର କଲେ ପରିବାର କେମିତି ଚଳିବ? ପାଦରେ ହାୱାଇ ଚପଲ ହଳେ ପିନ୍ଧି ସକାଳରୁ ରାତି ଯାଏଁ ଖଟୁଥିବା ମଣିଷକୁ ମୁହୂର୍ତ୍ତକର ବର୍ଷା କେମିତି ବା ଡରାଇବ? ଗୋଟିଏ ଚିତ୍ରରେ ଦୁଇଟି ଜୀବନ ଦେଖିପାରିବେ।

Advertisment

Delivery Boy Food Delivery With Hunger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe