ହାତରେ ଖାଦ୍ୟ ପେଟରେ ଭୋକ

ପ୍ରତିଦିନ ଝାଳରେ ଭିଜୁଥିବା ମଣିଷ ବର୍ଷାକୁ ବା କେମିତି ଖାତିର କରିବ? ଆଉ ଖାତିର କଲେ ପରିବାର କେମିତି ଚଳିବ? ପାଦରେ ହାୱାଇ ଚପଲ ହଳେ ପିନ୍ଧି ସକାଳରୁ ରାତି ଯାଏଁ ଖଟୁଥିବା ମଣିଷକୁ ମୁହୂର୍ତ୍ତକର ବର୍ଷା କେମିତି ବା ଡରାଇବ? ଗୋଟିଏ ଚିତ୍ରରେ ଦୁଇଟି ଜୀବନ ଦେଖିପାରିବେ।

bhoka

Debendra Prusty
  • Published: Friday, 29 July 2022
  • , Updated: 29 July 2022, 05:51 PM IST

ପ୍ରତିଦିନ ଝାଳରେ ଭିଜୁଥିବା ମଣିଷ ବର୍ଷାକୁ ବା କେମିତି ଖାତିର କରିବ? ଆଉ ଖାତିର କଲେ ପରିବାର କେମିତି ଚଳିବ? ପାଦରେ ହାୱାଇ ଚପଲ ହଳେ ପିନ୍ଧି ସକାଳରୁ ରାତି ଯାଏଁ ଖଟୁଥିବା ମଣିଷକୁ ମୁହୂର୍ତ୍ତକର ବର୍ଷା କେମିତି ବା ଡରାଇବ? ଗୋଟିଏ ଚିତ୍ରରେ ଦୁଇଟି ଜୀବନ ଦେଖିପାରିବେ।

https://youtu.be/ZYsxAU8IzJQ

Related story