Advertisment

ପାକିସ୍ତାନରେ ଓଳିଏ ଖାଉଛନ୍ତି ଲୋକେ !

ପାକିସ୍ତାନରେ ସବୁଠାରୁ ଚିନ୍ତାଜନକ ରହିଛି ରୋଷେଇ ଗ୍ୟାସର ଅଭାବ। ପାକିସ୍ତାନରେ ରୋଷେଇ ଗ୍ୟାସ ଏବେ ସହଜରେ ଓ ଚାହିଦା ମୁତାବକ ମିଳୁନାହିଁ। ତେଣୁ ଜାଳେଣି ଗ୍ୟାସର ଅଭାବରୁ  ବର୍ତ୍ତିବା ପାଇଁ ପଡ଼ୋଶୀ ରାଷ୍ଟ୍ରର ଲୋକେ ଗୋଟିଏ ଓଳି ରୋଷେଇ କରୁଛନ୍ତି। ଏହାସହିତ ପନିପରିବା ବଜାରରେ ବି ଅତ୍ୟଧିକ ଦରବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି ।

author-image
Manasi Mohapatra
ପାକିସ୍ତାନରେ ଓଳିଏ ଖାଉଛନ୍ତି ଲୋକେ !

pakistan

ପାକିସ୍ତାନରେ ସବୁଠାରୁ ଚିନ୍ତାଜନକ ରହିଛି ରୋଷେଇ ଗ୍ୟାସର ଅଭାବ। ପାକିସ୍ତାନରେ ରୋଷେଇ ଗ୍ୟାସ ଏବେ ସହଜରେ ଓ ଚାହିଦା ମୁତାବକ ମିଳୁନାହିଁ। ତେଣୁ ଜାଳେଣି ଗ୍ୟାସର ଅଭାବରୁ  ବର୍ତ୍ତିବା ପାଇଁ ପଡ଼ୋଶୀ ରାଷ୍ଟ୍ରର ଲୋକେ ଗୋଟିଏ ଓଳି ରୋଷେଇ କରୁଛନ୍ତି। ଏହାସହିତ ପନିପରିବା ବଜାରରେ ବି ଅତ୍ୟଧିକ ଦରବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି ।

Advertisment

Pakistan Imran Khan India Food Scarcity