pakistan
Advertisment
ପାକିସ୍ତାନରେ ସବୁଠାରୁ ଚିନ୍ତାଜନକ ରହିଛି ରୋଷେଇ ଗ୍ୟାସର ଅଭାବ। ପାକିସ୍ତାନରେ ରୋଷେଇ ଗ୍ୟାସ ଏବେ ସହଜରେ ଓ ଚାହିଦା ମୁତାବକ ମିଳୁନାହିଁ। ତେଣୁ ଜାଳେଣି ଗ୍ୟାସର ଅଭାବରୁ ବର୍ତ୍ତିବା ପାଇଁ ପଡ଼ୋଶୀ ରାଷ୍ଟ୍ରର ଲୋକେ ଗୋଟିଏ ଓଳି ରୋଷେଇ କରୁଛନ୍ତି। ଏହାସହିତ ପନିପରିବା ବଜାରରେ ବି ଅତ୍ୟଧିକ ଦରବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/pakistan.jpg)