football war
Advertisment
ଇଣ୍ଡୋନେସିଆର ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ରକ୍ତର ହୋଲି। ନରହତ୍ୟାରେ ପରିଣତ ହେଲା ଫୁଟବଲ ମ୍ୟାଚ। ଆକ୍ରମଣ ପ୍ରତିଆକ୍ରମଣରେ ଆଖି ବୁଜିଦେଲେ ଶତାଧିକ ଲୋକ। ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ଚାଲିଥିଲା ଫୁଟବଲ ମ୍ୟାଚ।