ଅଦ୍ୟତନ ହୋଇଛି
maxresdefault (14) (1)
Advertisment
ୟୁପି ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍ ?ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଲେ ଗୁରୁମନ୍ତ୍ର। କରୋନା ଲଢ଼େଇ ସହ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିଥିବାରୁ ମୋଦିଙ୍କୁ ପ୍ରଶଂସା । କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏହାକୁ ନେଇ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ହୋଇଛି ମାନସ ମନ୍ଥନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-14-1.jpg)