ପାଇକମାଳରେ ଘର ଘର ବୁଲୁଛନ୍ତି। ହାତ ଯୋଡ଼ି ଭୋଟ ମାଗୁଛନ୍ତି। ସଭାସମିତି କରି ବିଜେଡି ପ୍ରାର୍ଥିନୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିରଞ୍ଜନଙ୍କ ହାତରେ ବି ରହିଛି ସଂସଦୀୟ ବ୍ୟାପାର ବିଭାଗ। ବିଧାନସଭାର ଶୀତ ଅଧିବେଶନରେ ଦୁଇଟି ଯାକ ବିଭାଗର ଗୁରୁତ୍ୱ ରହିଛି। ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ଆଉ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ଗୃହର ସଠିକ ପରିଚାଳନା ଦାୟିତ୍ୱ। ହେଲେ ତାକୁ ଅନ୍ୟମାନଙ୍କ ହାତରେ ଟେକି ଦେଇ ଦଳ ପାଇଁ ଘର ଘର ବୁଲୁଚନ୍ତି ମନ୍ତ୍ରୀ।
https://youtu.be/BBj00vcDb0I
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ
ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।
National
ନିୟମରେ ହେଲା ବଡ଼ ପରିବର୍ତ୍ତନ: ଭିଡିଓ ରେକର୍ଡିଂ ଦେଖାଇବେନି ନିର୍ବାଚନ କମିଶନ
ଗୋଟିଏ କୋର୍ଟ କେସ୍ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।