niranjan pujari
Advertisment
ପାଇକମାଳରେ ଘର ଘର ବୁଲୁଛନ୍ତି। ହାତ ଯୋଡ଼ି ଭୋଟ ମାଗୁଛନ୍ତି। ସଭାସମିତି କରି ବିଜେଡି ପ୍ରାର୍ଥିନୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିରଞ୍ଜନଙ୍କ ହାତରେ ବି ରହିଛି ସଂସଦୀୟ ବ୍ୟାପାର ବିଭାଗ। ବିଧାନସଭାର ଶୀତ ଅଧିବେଶନରେ ଦୁଇଟି ଯାକ ବିଭାଗର ଗୁରୁତ୍ୱ ରହିଛି। ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ଆଉ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ଗୃହର ସଠିକ ପରିଚାଳନା ଦାୟିତ୍ୱ। ହେଲେ ତାକୁ ଅନ୍ୟମାନଙ୍କ ହାତରେ ଟେକି ଦେଇ ଦଳ ପାଇଁ ଘର ଘର ବୁଲୁଚନ୍ତି ମନ୍ତ୍ରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/niranjan-pujari.jpg)