ବନ୍ଧକ ବନାଇ ଦେଲା ବିଜେଡି!

ବିଜେଡି କଲା ରାଲି…ହଇରରାଣ ହରକତ ହେଲେ ସାଧାରଣ ଲୋକେ…କିଏ ରାସ୍ତାରେ ଗଲା ବେଳେ ଟ୍ରାଫିକ୍‌ ରେ ଅଟକିଲା ତ ପୁଣି ରୋଗୀ ନେଇ ଆମ୍ବୁଲାନ୍ସ ହସ୍ପିଟାଲ ଗଲାବେଳେ ଅଟକି ଯାଇଥିଲା ପୁଣି କିଏ ଏୟାରପୋର୍ଟ ଗଲାବେଳେ ଅଧାରାସ୍ତାରୁ ଚାଲିଚାଲି ଯିବାକୁ ପଡିଥିଲା। ଏ ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ ଜଣେ ଯୁବତୀ ଏୟାରପୋର୍ଟ ଯିବା ପାଇଁ କେତେ ହଇରାଣ ହରକତ ହେବାକୁ ପଡୁଛି।