/odisha-reporter/media/post_attachments/uploads/2022/09/bandhak.jpg)
bandhak
ବିଜେଡି କଲା ରାଲି...ହଇରରାଣ ହରକତ ହେଲେ ସାଧାରଣ ଲୋକେ...କିଏ ରାସ୍ତାରେ ଗଲା ବେଳେ ଟ୍ରାଫିକ୍ ରେ ଅଟକିଲା ତ ପୁଣି ରୋଗୀ ନେଇ ଆମ୍ବୁଲାନ୍ସ ହସ୍ପିଟାଲ ଗଲାବେଳେ ଅଟକି ଯାଇଥିଲା ପୁଣି କିଏ ଏୟାରପୋର୍ଟ ଗଲାବେଳେ ଅଧାରାସ୍ତାରୁ ଚାଲିଚାଲି ଯିବାକୁ ପଡିଥିଲା। ଏ ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ ଜଣେ ଯୁବତୀ ଏୟାରପୋର୍ଟ ଯିବା ପାଇଁ କେତେ ହଇରାଣ ହରକତ ହେବାକୁ ପଡୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
