Advertisment

ବନ୍ଧକ ବନାଇ ଦେଲା ବିଜେଡି!

ବିଜେଡି କଲା ରାଲି…ହଇରରାଣ ହରକତ ହେଲେ ସାଧାରଣ ଲୋକେ…କିଏ ରାସ୍ତାରେ ଗଲା ବେଳେ ଟ୍ରାଫିକ୍‌ ରେ ଅଟକିଲା ତ ପୁଣି ରୋଗୀ ନେଇ ଆମ୍ବୁଲାନ୍ସ ହସ୍ପିଟାଲ ଗଲାବେଳେ ଅଟକି ଯାଇଥିଲା ପୁଣି କିଏ ଏୟାରପୋର୍ଟ ଗଲାବେଳେ ଅଧାରାସ୍ତାରୁ ଚାଲିଚାଲି ଯିବାକୁ ପଡିଥିଲା। ଏ ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ ଜଣେ ଯୁବତୀ ଏୟାରପୋର୍ଟ ଯିବା ପାଇଁ କେତେ ହଇରାଣ ହରକତ ହେବାକୁ ପଡୁଛି।

ବନ୍ଧକ ବନାଇ ଦେଲା ବିଜେଡି!

bandhak

Advertisment

ବିଜେଡି କଲା ରାଲି...ହଇରରାଣ ହରକତ ହେଲେ ସାଧାରଣ ଲୋକେ...କିଏ ରାସ୍ତାରେ ଗଲା ବେଳେ ଟ୍ରାଫିକ୍‌ ରେ ଅଟକିଲା ତ ପୁଣି ରୋଗୀ ନେଇ ଆମ୍ବୁଲାନ୍ସ ହସ୍ପିଟାଲ ଗଲାବେଳେ ଅଟକି ଯାଇଥିଲା ପୁଣି କିଏ ଏୟାରପୋର୍ଟ ଗଲାବେଳେ ଅଧାରାସ୍ତାରୁ ଚାଲିଚାଲି ଯିବାକୁ ପଡିଥିଲା। ଏ ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ ଜଣେ ଯୁବତୀ ଏୟାରପୋର୍ଟ ଯିବା ପାଇଁ କେତେ ହଇରାଣ ହରକତ ହେବାକୁ ପଡୁଛି।

Advertisment

Naveen Patnaik Award Bjd Hurdle Bjd Rally
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe