ଦେଶ news ଏପଟେ କ୍ଳାସ ସେପଟେ ମଦ! କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ାଯାଏ ସ୍କୁଲରେ। ପିଲାଙ୍କୁ ପବିତ୍ର ରଖିବା ପାଇଁ ସ୍କୁଲ ଆଖପାଖରେ ମଦ ଦୋକାନ ଖୋଲିବା ନିଷିଦ୍ଧ। କିନ୍ତୁ ରାଉରକେଲାର ଏକ ଘରୋଇ ସ୍କୁଲ ଭିତରେ ହିଁ ଚାଲିଥିଲା ମଦ କାରବାର। ନିଜେ ସ୍କୁଲର ମାଲିକ ଏହା କରାଉଥିଲେ। Debendra Prusty 13 Dec 2022 12:56 IST liquor schoolକୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ାଯାଏ ସ୍କୁଲରେ। ପିଲାଙ୍କୁ ପବିତ୍ର ରଖିବା ପାଇଁ ସ୍କୁଲ ଆଖପାଖରେ ମଦ ଦୋକାନ ଖୋଲିବା ନିଷିଦ୍ଧ। କିନ୍ତୁ ରାଉରକେଲାର ଏକ ଘରୋଇ ସ୍କୁଲ ଭିତରେ ହିଁ ଚାଲିଥିଲା ମଦ କାରବାର। ନିଜେ ସ୍କୁଲର ମାଲିକ ଏହା କରାଉଥିଲେ।Advertisment Liquor Factory Liquor School School Bar Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ