liquor school
Advertisment
କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ାଯାଏ ସ୍କୁଲରେ। ପିଲାଙ୍କୁ ପବିତ୍ର ରଖିବା ପାଇଁ ସ୍କୁଲ ଆଖପାଖରେ ମଦ ଦୋକାନ ଖୋଲିବା ନିଷିଦ୍ଧ। କିନ୍ତୁ ରାଉରକେଲାର ଏକ ଘରୋଇ ସ୍କୁଲ ଭିତରେ ହିଁ ଚାଲିଥିଲା ମଦ କାରବାର। ନିଜେ ସ୍କୁଲର ମାଲିକ ଏହା କରାଉଥିଲେ।