crocodile
Advertisment
ନଦୀକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର। ହେଲେ ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ମୁହଁରୁ ବର୍ତ୍ତି ଆସିଲେ ଯୁବକଜଣକ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁରେ ଘଟିଛି। କୁମ୍ଭୀର ମୁହଁରୁ ବର୍ତ୍ତି ଆସିଥିବା ଯୁବକଜଣକ ହେଲେ ନିମପୁର ଗାଁର ବୃନ୍ଦାବନ ଭୂୟାଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/crocodile-1.jpg)