/odisha-reporter/media/post_attachments/uploads/2021/02/sddefault-3.jpg)
sddefault 3
ଏମାନେ ବହୁତ ସରଳ ସେଥିପାଇଁ କେହି ବି ଆସିଲେ ତାଙ୍କୁ ଠକିଦେଇ ଚାଲିଯାଉଛନ୍ତି । ପୂର୍ବରୁ ବି ଏମିତି ହୋଇଥିଲା ଏବେ ପୁଣିଥରେ ହୋଇଛି । ପୂର୍ବରୁ ୫୦୦ ନହେଲେ ହଜାରେ ମାଗୁଥିଲେ କିନ୍ତୁ ଏଥର ଘରପିଛା ୨୦୦୦ ଟଙ୍କା, ଖାଲି ସେତିକି ନୁହେଁ ସେଥିରେ ଧମକ ମଧ୍ୟ ଦେଇଥିଲେ ପଇସା ନଦେଲେ ଲାଇନ କାଟିଦେବୁ ସେଥିପାଇଁ ନିଜ ଚଳିବା ପାଇଁ ରଖିଥିବା ପଇସାକୁ ଡରିମରି ଦେଇ ଦେଇଛନ୍ତି ବୋଲି କୁହନ୍ତି ଏଠାକାର ଲୋକେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
