Advertisment

ବନ୍ଦ ହୋଇଯିବ ମାଗଣା ଚାଉଳ!

ମାଗଣା ରାସନର ଅବଧି ବୃଦ୍ଧି ନକରିବାକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଉପଦେଶ। ଗୋଟିଏ ପଟେ ରାଜ୍ୟ ସରକାର ଖାଦ୍ୟସୁରକ୍ଷା ଆଇନରେ ମାଗଣାରେ ରାସନ ବାଣ୍ଟି ବାହାବା ଗୋଟାଉଛନ୍ତି। ଏମିତିକି ରୋମ ଯାଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସଫଳତାର ଗୁଣଗାନ ମଧ୍ୟ କରିଛିନ୍ତି। ଠିକ ଏତିକି ବେଳେ କେନ୍ଦ୍ର ଆର୍ଥମନ୍ତ୍ରାଳୟ ପକ୍ଷରୁ ଆସିଥିବା ସୂଚନା ରାଜ୍ୟ ସରକାରଙ୍କ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ।

ବନ୍ଦ ହୋଇଯିବ ମାଗଣା ଚାଉଳ!

free ration

Food Security Dole Free Ration Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe