ବନ୍ଦ ହୋଇଯିବ ମାଗଣା ଚାଉଳ!

ମାଗଣା ରାସନର ଅବଧି ବୃଦ୍ଧି ନକରିବାକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଉପଦେଶ। ଗୋଟିଏ ପଟେ ରାଜ୍ୟ ସରକାର ଖାଦ୍ୟସୁରକ୍ଷା ଆଇନରେ ମାଗଣାରେ ରାସନ ବାଣ୍ଟି ବାହାବା ଗୋଟାଉଛନ୍ତି। ଏମିତିକି ରୋମ ଯାଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସଫଳତାର ଗୁଣଗାନ ମଧ୍ୟ କରିଛିନ୍ତି। ଠିକ ଏତିକି ବେଳେ କେନ୍ଦ୍ର ଆର୍ଥମନ୍ତ୍ରାଳୟ ପକ୍ଷରୁ ଆସିଥିବା ସୂଚନା ରାଜ୍ୟ ସରକାରଙ୍କ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ।

free ration

Debendra Prusty
  • Published: Monday, 27 June 2022
  • , Updated: 27 June 2022, 11:16 AM IST

ମାଗଣା ରାସନର ଅବଧି ବୃଦ୍ଧି ନକରିବାକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଉପଦେଶ। ଗୋଟିଏ ପଟେ ରାଜ୍ୟ ସରକାର ଖାଦ୍ୟସୁରକ୍ଷା ଆଇନରେ ମାଗଣାରେ ରାସନ ବାଣ୍ଟି ବାହାବା ଗୋଟାଉଛନ୍ତି। ଏମିତିକି ରୋମ ଯାଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସଫଳତାର ଗୁଣଗାନ ମଧ୍ୟ କରିଛିନ୍ତି। ଠିକ ଏତିକି ବେଳେ କେନ୍ଦ୍ର ଆର୍ଥମନ୍ତ୍ରାଳୟ ପକ୍ଷରୁ ଆସିଥିବା ସୂଚନା ରାଜ୍ୟ ସରକାରଙ୍କ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ।

https://youtu.be/7CUdEYM3EH8

Related story