Advertisment

ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା!

କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ସାରି ପାତ୍ରପଡ଼ା ସ୍ଥିତ ହୋଟେଲ ତାଜ ବିବାନ୍ତାକୁ ଯିବା ବେଳେ ଟ୍ରାଫିକରେ ଫସିଲା ଫ୍ରାନ୍ସ ହକି ଟିମ ବସ। ସୋମବାର ସନ୍ଧ୍ୟାର ଏ ଦୃଶ୍ୟ। ପାଖାପାଖି ୧୫ରୁ ୨୦ ମିନିଟ ସମୟ ବସଟି ଫସି ରହିଥିଲା।

ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା!

hockey bus

Advertisment

କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ସାରି ପାତ୍ରପଡ଼ା ସ୍ଥିତ ହୋଟେଲ ତାଜ ବିବାନ୍ତାକୁ ଯିବା ବେଳେ ଟ୍ରାଫିକରେ ଫସିଲା ଫ୍ରାନ୍ସ ହକି ଟିମ ବସ। ସୋମବାର ସନ୍ଧ୍ୟାର ଏ ଦୃଶ୍ୟ। ପାଖାପାଖି ୧୫ରୁ ୨୦ ମିନିଟ ସମୟ ବସଟି ଫସି ରହିଥିଲା।

Advertisment

French Hockey Team Bhubaneswar Hockey World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe