/odisha-reporter/media/post_attachments/uploads/2022/07/eknath.jpg)
eknath
ମାଟିର ମଣିଷ ଯେବେ ଆକାଶ ଛୁଏଁ ଲୋକେ କହନ୍ତି ଏହାହିଁ ତ ସଫଳତା। ପରିଶ୍ରମକୁ ପରିଚୟ ଦେଉନଥିବା ବ୍ୟକ୍ତିଠାରୁ ଯଦି କଳେବଳେ କୌଶଳେ ପରିଚୟ ଛଡ଼ାଇ ଆଣିବାରେ ଭୁଲ ବା କେଉଁଠି? ସେତେବେଳେ ବୟସ ଥିଲା ୧୬। ମହାରାଷ୍ଟ୍ର ସତାର ଜିଲ୍ଲାର ଏ ରୋଡରୁ ସେ ରୋଡ ଦୌଡୁଥିଲା ଏକ ଅଟୋରିକ୍ସା। ଆଉ ତାର ଡ୍ରାଇଭର ଥିଲେ ଏକନାଥ ସିନ୍ଦେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
