ରିକ୍ସାର ସିଟରୁ ମୁଖ୍ୟମନ୍ତ୍ରୀ ଆସନ
ମାଟିର ମଣିଷ ଯେବେ ଆକାଶ ଛୁଏଁ ଲୋକେ କହନ୍ତି ଏହାହିଁ ତ ସଫଳତା। ପରିଶ୍ରମକୁ ପରିଚୟ ଦେଉନଥିବା ବ୍ୟକ୍ତିଠାରୁ ଯଦି କଳେବଳେ କୌଶଳେ ପରିଚୟ ଛଡ଼ାଇ ଆଣିବାରେ ଭୁଲ ବା କେଉଁଠି? ସେତେବେଳେ ବୟସ ଥିଲା ୧୬। ମହାରାଷ୍ଟ୍ର ସତାର ଜିଲ୍ଲାର ଏ ରୋଡରୁ ସେ ରୋଡ ଦୌଡୁଥିଲା ଏକ ଅଟୋରିକ୍ସା। ଆଉ ତାର ଡ୍ରାଇଭର ଥିଲେ ଏକନାଥ ସିନ୍ଦେ।

https://youtu.be/laXlFkK_sd4