ଶବର ଲମ୍ୱା ଲାଇନ୍

ଦେଶବିଦେଶରେ କରୋନାର ଭୟଙ୍କର ଚିତ୍ର। କରୋନାରେ ଭାଇର ମୃତ୍ୟୁକୁ ବିଶ୍ବାସ କରିପାରୁନି ଭାଇ। ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲର ଏହି ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି।