Advertisment

‘ମାଟି ମୂର୍ତ୍ତି ବିକ୍ରି ହେଉନି, ହାତ ବାନ୍ଧି ବସିଛୁ’

ପ୍ଲାଷ୍ଟର ଅଫ ପ୍ୟାରିସ ଆସିବା ପରେ ବଜାରରେ ମାଟି ମୂର୍ତ୍ତି ଚାହିଦା କମିଛି। ଫଳରେ ଆଉ ଆଗ ପରି ବିକ୍ରି ହେଉନାହିଁ ମାଟି ମୂର୍ତ୍ତି। ଶେଷରେ ନିରୁପାୟ ହୋଇ ହାତବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗର।

author-image
Sonali Kabi
ଅଦ୍ୟତନ ହୋଇଛି
‘ମାଟି ମୂର୍ତ୍ତି ବିକ୍ରି ହେଉନି, ହାତ ବାନ୍ଧି ବସିଛୁ’

lord ganesh idol

ପ୍ଲାଷ୍ଟର ଅଫ ପ୍ୟାରିସ ଆସିବା ପରେ ବଜାରରେ ମାଟି ମୂର୍ତ୍ତି ଚାହିଦା କମିଛି। ଫଳରେ ଆଉ ଆଗ ପରି ବିକ୍ରି ହେଉନାହିଁ ମାଟି ମୂର୍ତ୍ତି। ଶେଷରେ ନିରୁପାୟ ହୋଇ ହାତବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗର।

Advertisment

Ganesh Puja Lord Ganesh Idol