ପ୍ଲାଷ୍ଟର ଅଫ ପ୍ୟାରିସ ଆସିବା ପରେ ବଜାରରେ ମାଟି ମୂର୍ତ୍ତି ଚାହିଦା କମିଛି। ଫଳରେ ଆଉ ଆଗ ପରି ବିକ୍ରି ହେଉନାହିଁ ମାଟି ମୂର୍ତ୍ତି। ଶେଷରେ ନିରୁପାୟ ହୋଇ ହାତବାନ୍ଧି ବସିଛନ୍ତି ମୂର୍ତ୍ତି କାରିଗର।
https://www.youtube.com/watch?v=OX-0b78rG7g
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସମାନ ସମୟରେ ମାଂସ ପାଇଁ ଯାଇଥିଲେ, କିନ୍ତୁ ଦୋକାନ ପାଖରେ ଜଣେ ଆଉ ଜଣଙ୍କୁ ହତ୍ୟା କଲେ
ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।
National
୪୫ ମିନିଟ ଯାଏ ଅଟକି ରହିଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର
ଦୀର୍ଘ ୪୫ ମିନିଟ ଧରି ଅପେକ୍ଷା କରିବା ପରେ ଶେଷରେ ରାହୁଲ ଗାନ୍ଧି ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ବିମାନ ହେଲିପ୍ୟାଡରେ ରହିଥିବା ବେଳେ ଏହା ମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ବସି ରହିଥିଲେ।
National
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରେ ତ୍ରୁଟି, ଉଡ଼ାଣ ବିଳମ୍ବ
ଦେଓଘର ଏୟାରପୋର୍ଟରୁ ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିଲା।
National
ମଇଁଷିର ଦାମ ୨୩ କୋଟି, ଦିନକୁ ଖାଉଛି ୨୦ଟି ଅଣ୍ଡା
ମଇଁଷି ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି।