/odisha-reporter/media/post_attachments/uploads/2022/03/page-9.jpg)
page
ଏ ହେଉଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ପତ୍ନୀ ଓ ପିଲାଙ୍କ କଥା। ସବୁ ଠିକଠାକ ଥିଲା, ଅଚାନକ ଥାନା ଅଧିକାରୀ ଦେବ କୁମାରଙ୍କ ମୃତ୍ୟୁ କଥା ଖବର ଶୁଣି, ସ୍ଥାନୀୟ ଲୋକେ ଆବାକ ହୋଇଗଲେ। କେମିତି ବା ହେବେନି, ଏଇତ ଚାରି ମାସ ହେଲା ନୂଆ ଥାନା ଅଧିକାରୀ ଭାବେ ଗାଙ୍ଗପୁର ଥାନାରେ ଯୋଗ ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
