Advertisment

କେଜରିୱାଲଙ୍କ ଫୋକସରେ ଗଞ୍ଜାମ!

ଗୁଜରାଟ ପରେ ଆମ ଆଦମୀ ପାର୍ଟି ଫୋକସ କରିବ ଓଡ଼ିଶାକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମତି ଶାହଙ୍କୁ କାଉଣ୍ଟର କରିବା ପାଇଁ ଯେମିତି ଗୁଜାରଟ ଦଖଲରେ ‘ଆପ୍’। ସେହିପରି ଓଡ଼ିଶା ଦଖଲ ପାଇଁ ପ୍ରଥମେ ଗଂଜାମ ଉପରେ ଫୋକସ କରିପାରେ ଦଳ। ଗଞ୍ଜାମ ମୁଖ୍ୟାମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଅଧିକ ଫୋକସ କରିବ ଆମ ଆଦମୀ ପାର୍ଟି।

କେଜରିୱାଲଙ୍କ ଫୋକସରେ ଗଞ୍ଜାମ!

kejriwal

Advertisment

ଗୁଜରାଟ ପରେ ଆମ ଆଦମୀ ପାର୍ଟି ଫୋକସ କରିବ ଓଡ଼ିଶାକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମତି ଶାହଙ୍କୁ କାଉଣ୍ଟର କରିବା ପାଇଁ ଯେମିତି ଗୁଜାରଟ ଦଖଲରେ ‘ଆପ୍’। ସେହିପରି ଓଡ଼ିଶା ଦଖଲ ପାଇଁ ପ୍ରଥମେ ଗଂଜାମ ଉପରେ ଫୋକସ କରିପାରେ ଦଳ। ଗଞ୍ଜାମ ମୁଖ୍ୟାମନ୍ତ୍ରୀଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଅଧିକ ଫୋକସ କରିବ ଆମ ଆଦମୀ ପାର୍ଟି।

Advertisment

Kejriwal Ganjam AAP Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe