Advertisment

ଓହରିଲେ ଗେହଲଟ, ଦୌଡ଼ରେ ୪ ନେତା

ସୋନିଆ ଓ ରାହୁଲ ଗାନ୍ଧୀଙ୍କ ହାତମୁଠାରୁ ଖସିଗଲାଣି କଂଗ୍ରେସ। କେହି କାହା କଥା ଶୁଣିବାକୁ ନାରାଜ। ଦଳରେ ନାହିଁ ଅନୁଶାସନ। ଯିଏ ଯାହା ପାଇଲା କରୁଛି। ଖୋଦ ଗାନ୍ଧୀ ପରିବାରର ଅନୁଗତ ଥିବା ଗେହଲଟ ଯେତେବେଳେ ଧୋକା ଦେଲେ ଆଉ କାହା କଥା ନକହିବା ଭଲ। ଭାରତ ଯୋଡ଼ ପଦଯାତ୍ରା ଚାଲିଥିବା ବେଳେ ଗେହଲଟ ଯେଉଁଭଳି ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାହା ହାଇକମାଣ୍ଡ ଭଲ ଭାବରେ ବୁଝି ସାରିଲେଣି।

author-image
Debendra Prusty
ଓହରିଲେ ଗେହଲଟ, ଦୌଡ଼ରେ ୪ ନେତା

congress

ସୋନିଆ ଓ ରାହୁଲ ଗାନ୍ଧୀଙ୍କ ହାତମୁଠାରୁ ଖସିଗଲାଣି କଂଗ୍ରେସ। କେହି କାହା କଥା ଶୁଣିବାକୁ ନାରାଜ। ଦଳରେ ନାହିଁ ଅନୁଶାସନ। ଯିଏ ଯାହା ପାଇଲା କରୁଛି। ଖୋଦ ଗାନ୍ଧୀ ପରିବାରର ଅନୁଗତ ଥିବା ଗେହଲଟ ଯେତେବେଳେ ଧୋକା ଦେଲେ ଆଉ କାହା କଥା ନକହିବା ଭଲ। ଭାରତ ଯୋଡ଼ ପଦଯାତ୍ରା ଚାଲିଥିବା ବେଳେ ଗେହଲଟ ଯେଉଁଭଳି ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାହା ହାଇକମାଣ୍ଡ ଭଲ ଭାବରେ ବୁଝି ସାରିଲେଣି।

Advertisment

Shashi Tharoor AICC President Ashok Gehlot