Advertisment

କାହା କଥା ଶୁଣୁ ନାହାନ୍ତି ଗେହଲଟ୍‌

ରାଜସ୍ଥାନ କଂଗ୍ରେସରେ ବଡ ସଙ୍କଟ। ଘଡ଼ିକେ ଘୋଡ଼ା ଛୁଟୁଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଅଶୋକ ଗେହଲଟ। ଏହକୁ ନେଇ ସଚିନ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅଶୋକ ଗେହଲଟଙ୍କ ମନୋନୀତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୯୦ରୁ ଅଧିକ ବିଧାୟକଙ୍କ ଦାବି ଉଠାଇଛନ୍ତି।

author-image
Debendra Prusty
କାହା କଥା ଶୁଣୁ ନାହାନ୍ତି ଗେହଲଟ୍‌

gehlot

ରାଜସ୍ଥାନ କଂଗ୍ରେସରେ ବଡ ସଙ୍କଟ। ଘଡ଼ିକେ ଘୋଡ଼ା ଛୁଟୁଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଅଶୋକ ଗେହଲଟ। ଏହକୁ ନେଇ ସଚିନ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅଶୋକ ଗେହଲଟଙ୍କ ମନୋନୀତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୯୦ରୁ ଅଧିକ ବିଧାୟକଙ୍କ ଦାବି ଉଠାଇଛନ୍ତି।

Advertisment

Sachin Pilot Ashok Gehlot Congress High Command Rajstan Politics